୪ ଅକ୍ଟୋବର ୨୦୨୫

RSMC – New Delhi
ତାରିଖ: 04.10.2025
ବିଷୟ: ଉତ୍ତର–ପୂର୍ବ ଆରବ ସାଗରରେ ଘୂର୍ଣ୍ଣିଝଡ଼ “ଶକ୍ତି”

ଘୂର୍ଣ୍ଣିଝଡ଼ର ସ୍ଥିତି :
ଘୂର୍ଣ୍ଣିଝଡ଼ “ଶକ୍ତି” (ଉଚ୍ଚାରଣ: ଶକ୍ତି) 03 ଅକ୍ଟୋବର 2025 (UTC 2100)ରେ 22.0°N / 65.6°E ନିକଟରେ କେନ୍ଦ୍ରୀଭୂତ ହୋଇଥିଲା, ଏହା ପଛଲା 6 ଘଣ୍ଟାରେ 10 km/hr ବେଗରେ ପଶ୍ଚିମମୁଖୀ ଗତି କରିଛି, ଦ୍ୱାରକାରୁ 360 km ପଶ୍ଚିମ, ନାଳିଆରୁ 360 km ପଶ୍ଚିମ-ଦକ୍ଷିଣ ପଶ୍ଚିମ, କରାଚି (ପାକିସ୍ତାନ)ରୁ 360 km ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଏବଂ ପୋରବନ୍ଦରରୁ 420 km ପଶ୍ଚିମରେ ଥିଲା।

ପୂର୍ବାଭାସ :
04 ଅକ୍ଟୋବରରେ ତୀବ୍ର ଘୂର୍ଣ୍ଣିଝଡ଼ (Severe Cyclonic Storm) ରେ ପରିଣତ ହେବ, 05 ଅକ୍ଟୋବର: କେନ୍ଦ୍ରୀୟ ଆରବ ସାଗରକୁ ପହଞ୍ଚିବ, 06 ଅକ୍ଟୋବରରୁ ପୂର୍ବ–ଉତ୍ତର–ପୂର୍ବ (ENE) ଦିଗକୁ ଘୁଞ୍ଚି ଗୁଜରାଟ ଉପକୂଳ ଦିଗକୁ ଯିବ, କେନ୍ଦ୍ରୀୟ ବାୟୁଚାପ: 996 hPa, ସର୍ବାଧିକ ବେଗ: 45 knot (85 km/hr) gusting to 100 km/hr

INSAT–3D ଛବି :
03 ଅକ୍ଟୋବର 2100 UTCରେ curved band pattern।, T3.0 intensity, କେନ୍ଦ୍ରୀୟ ଅଂଶ ସାମ୍ନା-ପାଶରୁ ଅଧିକ ଶୀତଳ, ବିକିରଣ: Kutch, Gulf of Kutch, South Pakistan, Rajasthan ଏବଂ Cloud Top Temp: –50° to –70°C

ପୂର୍ବାଭାସ (Forecast Table) :

ପବନ ସତର୍କତା :
03–04 ଅକ୍ଟୋବର: 80–90 km/hr gusting 100 → 100–110 km/hr gusting 125,
06–07 ଅକ୍ଟୋବର: 60–70 km/hr gusting 80 (ଧୀରେ କମିବ),
କେନ୍ଦ୍ରୀୟ ଆରବ ସାଗର: 100–110 km/hr gusting 125 (04–05 ଅକ୍ଟୋବର),
ଗୁଜରାଟ–ଉତ୍ତର ମହାରାଷ୍ଟ୍ର ଉପକୂଳ: 45–55 gust 65 km/hr (03–05 ଅକ୍ଟୋବର)।

ସମୁଦ୍ର ଅବସ୍ଥା :
03–07 ଅକ୍ଟୋବର: Northwest & Northeast Arabian Sea → High to Very High,
03–05 ଅକ୍ଟୋବର: Central Arabian Sea → Rough to Very Rough,
ଗୁଜରାଟ–ଉତ୍ତର ମହାରାଷ୍ଟ୍ର ଓ ପାକିସ୍ତାନ କୂଳ: 05 ଅକ୍ଟୋବର ପର୍ଯ୍ୟନ୍ତ → Rough to Very Rough

ମାଛଧରାଳିଙ୍କ ପାଇଁ ସତର୍କତା :
ମାଛଧରାଳିମାନଙ୍କୁ 3–7 ଅକ୍ଟୋବରରେ Northwest Arabian Sea, Northeast Arabian Sea, Central Arabian Sea, Gujarat–North Maharashtra coast ଦିଗକୁ ଯିବାକୁ ମନା।
ଟିପ୍ପଣୀ :
SST: 28–29°C (ଘୂର୍ଣ୍ଣିଝଡ଼ ପଥରେ),
MJO Phase–2 (Amplitude > 1) → Convective activity କୁ ବୃଦ୍ଧି କରୁଛି,
Low-level vorticity: 150 × 10⁻⁶ s⁻¹ (850 hPa), Wind shear: Low (15–30 kt),
Moist air incursion & convection – Intensification ପାଇଁ ସାହାଯ୍ୟ କରୁଛି।

ଭବିଷ୍ୟତ ଗତି :
ବର୍ତ୍ତମାନ: ପଶ୍ଚିମମୁଖୀ (ridge influence),
05 ଅକ୍ଟୋବର ପରେ: East-Northeastwards (towards Gujarat), Wind shear ବୃଦ୍ଧି ପାଇଁ system କମଜୋର ହେବାର ସମ୍ଭାବନା।

Dr. Arulalan T
Scientist-D,
RSMC New Delhi.

For more information

Popular posts from this blog

୩ ଅକ୍ଟୋବର ୨୦୨୫

୫ ଅକ୍ଟୋବର ୨୦୨୫