୬ ଅକ୍ଟୋବର ୨୦୨୫

RSMC – New Delhi
ତାରିଖ: 05.10.2025
ବିଷୟ: ଆରବ ସାଗରରେ ଘୂର୍ଣ୍ଣିଝଡ଼ “ଶକ୍ତି”

ଘୂର୍ଣ୍ଣିଝଡ଼ “ଶକ୍ତି” ଏବେ ଉତ୍ତର–ପଶ୍ଚିମ ଓ କେନ୍ଦ୍ରୀୟ ଆରବ ସାଗର ଉପରେ ସକ୍ରିୟ ଅଛି,

ଏହା ପଛଲା କିଛି ଘଣ୍ଟାରେ ଦକ୍ଷିଣ–ଦକ୍ଷିଣ ପଶ୍ଚିମ ଦିଗକୁ ଧୀରେ ଗତି କରିଛି ଓ ବେଗ ପ୍ରାୟ 90–100 km/hr,

ସମୁଦ୍ର ସ୍ଥିତି ଅତ୍ୟଧିକ ତରଙ୍ଗିତ (High to Very High) ରହିଛି,

ଘୂର୍ଣ୍ଣିଝଡ଼ ଧୀରେ ଧୀରେ କମଜୋର ହୋଇ 7 ଅକ୍ଟୋବରରେ Depression ହେବାର ସମ୍ଭାବନା ଏବଂ

ମାଛଧରାଳିମାନଙ୍କୁ 7 ଅକ୍ଟୋବର ପର୍ଯ୍ୟନ୍ତ ଆରବ ସାଗରକୁ ଯିବାକୁ ମନା କରାଯାଇଛି।

Popular posts from this blog

୩ ଅକ୍ଟୋବର ୨୦୨୫

୪ ଅକ୍ଟୋବର ୨୦୨୫

୫ ଅକ୍ଟୋବର ୨୦୨୫